Back

ଅକ୍ଷାରଲବଣ


  1. Akshāralabaṇa (ସଂ.ବି.) - (ଯେଉଁ ଲୁଣ ଖାରୀ ଭୂଇଁରୁ ପଟୁ ପଡ଼ିବା ପ୍ରକାରେ ଉତ୍ପନ୍ନ ନ ହୋଇ ସମୁଦ୍ର ବା ପର୍ବତାଦିରୁ ଜନ୍ମେ।) ସିନ୍ଧୁଦେଶର ପର୍ବତଜାତ ଲବଣବିଶେଷ  Rock salt.

  2. (ବୈଦ୍ୟକ) ସାମୁଦ୍ର ଲବଣ Sea-Salt.

  3. ଅଶୌଚ ପାଳିବା ବ୍ୟକ୍ତିର ବ୍ୟବହାର୍ଯ୍ୟ ହବିଷ୍ୟ ସାମଗ୍ରୀ (ଯଥା—ଗୁଆଘିଅ, ଦୁଧ, ଅରୁଆଚାଉଳ, ମୁଗ, ରାଶି, ଯବ ଓ ସୈନ୍ଧବ ବା କରକଚ ଲବଣ) The prescribed dietary for persons who observe Habishya.