Back

ଅକ୍ଷିକାଚ


  1. Akshikācha (ସଂ.ବି.) କେନ୍ଦ୍ରସ୍ଥଳ ମୋଟା ବା ସରୁ ହୋଇ ଗଢ଼ା ହୋଇ ଥିବା ଗୋଲାକାର କାଚ ଖଣ୍ଡ; ଦୃଷ୍ଟିକାଚ Lens.



 [ ଦ୍ର ] ଏହି କାଚର ମଧ୍ୟ ଦେଇ ଦେଖିଲେ ବସ୍ତୁମାନ ବଡ଼ ବା ସାନ ଦେଖାଯାଏ ଏବଂ ଦୂରସ୍ଥ ବସ୍ତୁ ନିକଟରେ ଓ ନିକଟସ୍ଥ ବସ୍ତୁ ଦୂରରେ ଥିଲା ପରି ଦେଖାଯାଏ। ସୂର୍ଯ୍ୟକିରଣ ଏହାର ମଧ୍ୟ ଦେଇ ଆସିଲେ କେନ୍ଦ୍ରୀଭୂତ ବା ବିସ୍ତାରିତ ହୋଇଯାଏ। ଅଣୁବୀକ୍ଷଣ ଓ ଦୂରବୀକ୍ଷଣାଦି ଯନ୍ତ୍ରରେ ଏହି କାଚ ଲାଗେ।