Back

ଅକ୍ଷିଗତ


  1. Akshigata  (ସଂ.ବିଣ.) - ନୟନଗୋଚର Visible.

  2. (ଯାହା ଆଖି ଭିତରକୁ ପଶିଗଲା ପରି ବ୍ଯଥା ଦିଏ; ଅର୍ଥାତ୍ ଯାହାକୁ ଦେଖିଲେ ଭାରି କଷ୍ଟ ହୁଏ।) ବୈରାସ୍ପଦ; ଘୃଣ୍ୟ Much disliked; eyesore; hateful. 

  3. ନୟନର ଅପ୍ରୀତିକର Unpleasant to the eye.




  • (ଅକ୍ଷିଗତା - ସ୍ତ୍ରୀ)