Back

ଅକ୍ଷୁଧା


  1. Akshudhā (ସଂ.ବିଣ.) - ଅକ୍ଷୁଧର ସ୍ତ୍ରୀଲିଙ୍ଗ Feminine of Akshudha.

  2. (ସଂ.ବି.) - କ୍ଷୁଧାର ଅଭାବ Want of appetite.

  3. ଖାଦ୍ୟପ୍ରତି ବିତୃଷ୍ଣା Unwillingness for taking meal.