Back

ଅକ୍ଷେତ୍ର


  1. Akshetra (ସଂ.ବି.) - ଶସ୍ୟୋତ୍ପାଦନାର୍ଥ ଅନୁପଯୁକ୍ତ ଭୂମି Land unfit for production of crops.

  2. ଅତି ନିକୃଷ୍ଟ କ୍ଷେତ୍ର Very inferior land.

  3. ଅପାତ୍ର; ଅସତ୍ପାତ୍ର; ଦାନର ଅଯୋଗ୍ୟ ବ୍ୟକ୍ତି An unfit recipient.

  4. ଅନୁପଯୁକ୍ତ ବ୍ୟକ୍ତି; ଅଯୋଗ୍ୟ ବ୍ୟକ୍ତି An unfit person.