Back

ଅଉଁଶ ବଉଁଶ



Also [ ଅଂଶବଂଶ ]




  1. Aṁṡabaṁṡa [synonym(s): ଦେ. ବି. (ସହଚର; ସଂ. ଅଂଶ+ବଂଶ) - କୌଣସି ବ୍ୟକ୍ତିର ସଗୋତ୍ର ଓ ଅସଗୋତ୍ର ବଂଶଧରଗଣ All the descendants of a person, both lineal and collateral. 

  2. କୌଣସି ବ୍ୟକ୍ତିର କୌଣସି ବଂଶଧର Any lineal descendant of a person.

  3. କୌଣସି ବିଷୟର ଚିହ୍ନ ମାତ୍ର Any trace left of any matter.