Back

ଅକ୍ଷୋଟ୍ଟ

ଅନ୍ୟନାମ : [ ଅଖ୍ରୋଟ୍, ଚାର୍ତ୍ତଗଜ୍‌, ଅକ୍ଷୋଟକ; ଅକ୍ଷୋଡ଼; ଆକ୍ଷୋଟ; କର୍ପରାଳ ]




  1. Akshoṭa (ସଂ.ବି.) - (ଫଳବିଶେଷପାର୍ବତ୍ୟ ବୃକ୍ଷ ଓ ତହିଁର ଫଳ; ଗିରିସମ୍ଭବ ପୀଲୁ ବୃକ୍ଷ ଓ ଫଳ। ଆଖ୍ରୋଟ The walnut; J̄uglans Regia; Aleurites Moluccana (Kirtikar). 

  2. ଦେଶୀ ଆଖ୍ରୋଟ The Indian walnut; the candlenut; Aleurites Triloba.