Back

ଅକ୍ଷୋଭ

Also : [ ଅକ୍ଷୋଭନୀୟ, ଅକ୍ଷୋଭୀ ]




  1. Akshobha  (ସଂ.ବିଣ.)କ୍ଷୋଭରହିତ; ଅକାତର Free from mental agitation. 

  2. ଚିତ୍ତଚାଞ୍ଚଲ୍ୟରହିତ Free from mental restlessness.

  3. (ସଂ.ବି.) - କ୍ଷୋଭହୀନତା; କାତରତାର ଅଭାବ Absence of mental agitation or sadness.

  4. (ବିଣ.) - ହସ୍ତିବନ୍ଧନ ସ୍ତମ୍ଭ; ଆଲାନ; ହାତି ବନ୍ଧା ଯିବା ଖୁଣ୍ଟ The post to which an elephant is tied.




  • (ଅକ୍ଷୋଭା - ସ୍ତ୍ରୀ)