Back

ଅକ୍ଷୋଭ୍ୟ


  1. Akshobhya  (ସଂ.ବିଣ.) - ଅବିଚଳିତ; ଯେଉଁ ବ୍ୟକ୍ତି ଆପଦ ବିପଦରେ କାତର ହୁଏ ନାହିଁ Unagitated, unperturbed. 

  2. ଅଧୃଷ୍ୟ Invincible.

  3. (ସଂ.ବି.) - (ନାମ) ପାଞ୍ଚ ଜଣ ଧ୍ୟାନୀ ବୁଦ୍ଧଙ୍କ ମଧ୍ୟରୁ ଏକତମ Name of one of the five Dhyānī Buddhas.




  • (ଅକ୍ଷୋଭ୍ୟା - ସ୍ତ୍ରୀ)