Back

ଅକ୍ଷୌହିଣୀ

Also : [ ଅକ୍ଷୋହିଣି ]




  1. Aksha̲u̲hiṇī (ସଂ.ବି.) - ଯେଉଁ ସୈନ୍ୟଦଳରେ ୨୧୮୭୦  ରଥ, ୨୧୮୭୦  ହସ୍ତୀ, ୬୫୬୧୦ ଅଶ୍ୱ ଓ ୧୦୯୩୫୦  ପଦାତି, ଏପରି ସର୍ବସୁଦ୍ଧା ଦୁଇ ଲକ୍ଷ ଅଠର ହଜାର ସାତ ଶହ ସୈନ୍ୟ ଥାଆନ୍ତି An army consisting of 218700 soldiers of 4 classes.

     [ ଦ୍ର ] ଅକ୍ଷୌହିଣୀର 1/10 ସଂଖ୍ୟକ ସେନାର ନାମ ଅନୀକିନୀ; ଅନୀକିନୀର 1/3=ଚମୂ; ଚମୂର 1/3=ପୃତନା; ପୃତନାର 1/3=ବାହିନୀ; ବାହିନୀର ୧/୩=ଗଣ; ଗଣର ୧/୫=ଗୁଳ୍ମ; ଗୁଳ୍ମର ୧/୩=ସେନାମୁଖ; ସେନାମୁଖର ୧/୩=ପତ୍ତି; ପ୍ରତ୍ୟେକ ପତ୍ତି ୧ ରଥ, ୧ ହସ୍ତୀ, ୩ ଅଶ୍ୱ ଓ ୫ ପଦାତିଦ୍ୱାରା ଗଠିତ।

    ଏହି ଭିନ୍ନ ଭିନ୍ନ ସେନାଙ୍କ ନିର୍ଣ୍ଣୟ, ଯଥା - ଏକୈଭୈକ ରଥା ତ୍ର୍ୟଶ୍ୱା ପତ୍ତିଃ ପଞ୍ଚ ପଦାତିକା / ପତ୍ତ୍ୟଙ୍ଗୈ ସ୍ତ୍ରି ଗୁଣୈଃ ସର୍ବୈଃ କ୍ରମାଦାଖ୍ୟା ଯଥୋତ୍ତରଂ / ସେନାମୁଖଂ, ଗୁଳ୍ମଗଣୌ, ବାହିନୀ, ପୃତନା, ଚମୂଃ / ଅନୀକିନୀ ଦଶାନୀକି ନ୍ୟକ୍ଷୌହିଣ୍ୟଥ ସମ୍ପଦି