Back

ଅକ୍ସଫୋର୍ଡ


  1. Aksphoṟḍ̠ (ବୈଦେ. ବି.) -  (ନାମ)  ଇଂଲଣ୍ଡର ଗୋଟିଏ ସାୟାର ବା ଜିଲ୍ଲା ଏବଂ ତହିଁର ପ୍ରଧାନ ନଗରର ନାମ Oxford, name of a Shire and town in England. 

  2. ଏହି ନଗରରେ ଅକ୍ଟଫୋର୍ଡ ବିଶ୍ୱବିଦ୍ୟାଳୟ ଅଛି The University of Oxford is located in this city.