Back

ଅଉଲ୍‌


  1. (Aul [synonym(s): ବୈଦେ. ବିଣ) ପ୍ରଥମ ଶ୍ରେଣୀୟ Of first class. 

  2. ଶ୍ରେଷ୍ଠ, ସର୍ବୋତ୍କୃଷ୍ଟ Excellent.

  3. ସର୍ବୋତ୍ତମ Best of all. 

  4. ମୌଳିକ Original. 

  5. ଅସଲ୍, ଖାଣ୍ଟି Genuine. 

  6. ସର୍ବାଦୌ ଘଟିଥିବା That which happened in the beginning. 

  7. ପୂର୍ବେ ଘଟିଥିବା Prior. 

  8. (ବୈଦେ. ବି)  ଆରମ୍ଭ, ଆଦ୍ୟ Beginning.