Back

ଅଖକାଠ


  1. Akhakāṭha (ଦେ.ବି.) - ଅଖ ପାଇଁ ଉପଯୋଗୀ ଅର୍ଥାତ୍ ବେଶି ଭାର ବହନକ୍ଷମ କାଠ। A wood fit for being made into axle.



     [ ଦ୍ର ] ସବୁ ପ୍ରକାରର କାଠରେ ଅଖ ତିଆରି ହୁଏନାହିଁ। ଯେଉଁ କାଠ ବିଶେଷ ଭାରସହ ସେହି ଜାତୀୟ କାଠରେ ଅଖ ତିଆରି ହୁଏ ଯଥା—ଧଅ, ଧାମଣ, ଗିରିଙ୍ଗା, ଅସନ, ବେଲ।