Back

ଅଖଚୂଳ

Also : [ ଅଖଚୂଳୀ ]




  1. Akhachūḻa (ଦେ.ବି.) - ଶଗଡ଼ର ଅଖର ଶେଷ ମୁଣ୍ଡ, ଯାହା ଚକ ମଧ୍ୟରେ ପଶିବା ପରେ ଚକର ନାହିଆରୁ ବାହାରକୁ ବାହାରି ଥାଏ ଓ ଯେଉଁଠାରେ ଛିଦ୍ର କରାଯାଇ ଅଣକୀଳି ମରା ହୋଇଥାଏ The protruding ends of an axle tree