Back

ଅଖଞ୍ଜା


  1. Akhan̄jā (ଦେ.ବିଣ)ଯାହା ଖଞ୍ଜା ବା ସଜ୍ଜିତ ହୋଇ ନାହିଁ Unset; unfurnished.

  2. ଅନିର୍ଦ୍ଦିଷ୍ଟ Uncertain; unsettled.

  3. ଯାହା କୌଣସି ବ୍ୟକ୍ତି ବା ଅନୁଷ୍ଠାନ ପାଇଁ ଉତ୍ସୃଷ୍ଟ ହୋଇନାହିଁ  Undedicated; unendowed.

  4. ଯେଉଁ ଗୃହର ଖଞ୍ଜା ବା ଅଗଣା ନାହିଁ (house) Having no courtyard attached to it