Back

ଅଖଟ୍ଟ

 Also : [ ପିଆଳ, ଚାର]




  1. Akhaṭṭa (ସଂ.ବି.) -  (ଚରୁଗଛ; ଚାରକୋଳି ଗଛ) ଆମ୍ରାଦି ବର୍ଗର ଆରଣ୍ୟ ତରୁ ବିଶେଷ Buchanania Latifolia; Chirolia Sapida. 



 [ ଦ୍ର ] ଏଥିରେ ଫଳ କୃଷ୍ଣବର୍ଣ୍ଣ ଓ ମନୁଷ୍ୟଭୋଜ୍ୟ।