Back

ଅଖଣ୍ଡ


  1. Akhaṇḍda (ସଂ.ବିଣ.) - ଅଖଣ୍ଡିତ; ଯହିଁରୁ କୌଣସି ଅଂଶ ଖଣ୍ଡିତ ହୋଇ ନାହିଁ; ପୂର୍ଣ୍ଣ Undivided; whole.

  2. ଅକ୍ଷତ; ନିଖୁଣ  Unhurt. 

  3. ଯହିଁରେ ଦାଗ ନାହିଁ Unstained.

  4. ଅଲଘଂନୀୟ; ଅଖଣ୍ଡନୀୟ; ଯାହାକୁ କେହି ଅନ୍ଯଥା କରି ନପାରେ Intransgressable; uninfringeable; immutable.

  5. ଅପରିବର୍ତ୍ତନୀୟ Unchangeable; immutable.

  6. ଯାହାକୁ କେହି ଯୁକ୍ତି ବା ଉତ୍ତରଦ୍ୱାରା ଖଣ୍ଡନ କରି ନ ପାରେ Irrefutable; unassailable.

  7. ଅନବଚ୍ଛିନ୍ନ  Uninterrupted; continuous.

  8. ପ୍ରତିଦ୍ୱନ୍ଦିରହିତ Having no rival.