Back

ଅଖଣ୍ଡ ରାଜତ୍ବ


  1. Akhaṇḍa rājatwa (ସଂ.ବି.) ଅନବଚ୍ଛିନ୍ନ ରାଜ୍ୟଭୋଗ  Continuous or uninterrupted reign. 

  2. ନିଷ୍କଣ୍ଟକ ରାଜପଣ; ପ୍ରତିଦ୍ୱନ୍ଦିରହିତ ରାଜତ୍ୱ Unobstructed reign; reign in which there is no rival.