Back

ଅଖଣ୍ଡ ରାଜ୍ୟ


  1. Akhaṇḍa rājya (ସଂ.ବି.) - (କର୍ମଧା) ଯେଉଁ ରାଜ୍ୟରେ ରାଜାଙ୍କର କେହି ପ୍ରତିଦ୍ୱନ୍ଦୀ ବା ସିଂହାସନପାଇଁ ଦାବୀଦାର ନାହିଁ Sovereignty having no rival claimant.

  2. ଯେଉଁ ରାଜ୍ୟର ସୀମା ମଧ୍ୟରେ ଅନ୍ୟ କାହାରି ରାଜ୍ୟ ନାହିଁ  Kingdom running without any break.

  3. ଅନବଚ୍ଛିନ୍ନ ରାଜତ୍ୱ  Continuous or unbroken reign.