Back

ଅଖଣ୍ଡିତ


  1. Akhaṇḍita (ସଂ.ବିଣ.)ଅବିଭକ୍ତ; ଯାହା ଖଣ୍ଡିଆ ନୁହେଁ 

  2. ଯାହା ମଝିରେ ଲୁପ୍ତ ବା କଟା ହୋଇନାହିଁ Not cut in the middle.

  3. ଧାରାବାହିକ Continuous. 

  4. ଅକାଟ୍ୟ Unrefuted.

  5. ଅନାହତ Unhurt; uninjured.

  6. ପୂର୍ଣ୍ଣ Full; complete.