Back

ଅଖଣ୍ଡିତ ପତ୍ର

Category : [ Botany ]




  1. Akhaṇḍita patra (ସଂ.ବି.) - ଯେଉଁ ପତ୍ରର ଚାରି ପାଖ ଗୋଲ ହୋଇ ବୁଲି ଥାଏ; ଯେଉଁ ପତ୍ରର ଦାଢ଼ ଖଣ୍ଡିଆ ନୁହେଁ; ଯେଉଁ ପତ୍ରର ଧଡ଼ି ଡେମ୍ଫ ପାଖରେ ଭିତରକୁ ପଶିଯାଇ ନଥାଏ; (ଯଥା—ଆମ୍ବ, ପଣସ, ଗୋଲାପ, ଡିମ୍ବିରି)  A leaf which is not grooved at the edges; a leaf having circular edge.

  2. (ସଂ.ବିଣ.) - ଯେଉଁ ବୃକ୍ଷ ଲତାଦିର ପତ୍ରର ଦାଢ଼ ଖଣ୍ଡିଆ ନୁହେ। (Botany) Trees and creepers having round or oval leaves.