Back

ଅଖଣ୍ଡ୍ୟ

Also : [ ଅଖଣ୍ଡନୀୟ ]




  1. Akhaṇḍya (ସଂ.ବିଣ.) -  ଯାହା ଭଙ୍ଗା ଯାଇ ନ ପାରେ; ଅବିଭାଜ୍ୟ Unbreakable; infragible. 

  2. ଅକାଟ୍ୟ; ଯାହାକୁ ଯୁକ୍ତି ଦ୍ୱାରା ଖଣ୍ଡନ କରାଯାଇ ନପାରେ  Irrefutable. 

  3. ଅପରିବର୍ତ୍ତନୀୟ Unchangeable. 

  4. ଯାହା ଅନ୍ଯଥା କରା ଯାଇ ନପାରେ Which cannot be made otherwise.

  5. ଅଲଙ୍ଘନୀୟ  Unavoidable.