Back

ଅଉଲ୍‌ ଜମି


  1. Aul jami [synonym(s):  (ବୈଦେ. ବି.) - ଫଳୋତ୍ପୋଦନ ବିଷୟରେ ସର୍ବୋତ୍କୃଷ୍ଟ ଜମି।  Best productive land. 

  2. ଶ୍ରେଣୀବିଭାଗ ଅନୁସାରେ ପ୍ରଥମ ଶ୍ରେଣୀର ଜମି First class land.

    [ଦ୍ର] ଇଂରେଜ ସରକାର 1842 ସାଲରେ ଓଡ଼ିଶାର ଭୂରାଜସ୍ୱ ବନ୍ଦୋବସ୍ତ କରିବା ସମୟରେ ଜମିର ଉତ୍ପାଦିକା ଶକ୍ତି ତୁଳନାରେ ଜମିମାନଙ୍କୁ କେତେଗୁଡ଼ିଏ ଶ୍ରେଣୀରେ ବିଭକ୍ତ କରି ତଦନୁସାରେ ଖଜଣା ଧାର୍ଯ୍ୟ କରିଥିଳେ। ଏ ଶ୍ରେଣୀବିଭାଗମାନ ଆରବୀ ଓ ଫରାସୀ ଶବ୍ଦଦ୍ୱାରା ଚିହ୍ନିତ ହୋଇଥିଲା:— ପ୍ରଥମ ଶ୍ରେଣୀ—ଅଉଲ୍; ଦ୍ୱିତୀୟ ଶ୍ରେଣୀ—ଦୋୟମ୍; ତୃତୀୟ ଶ୍ରେଣୀ—ସୋୟମ୍; ଚତୁର୍ଥ ଶ୍ରେଣୀ—ଚାହାରମ୍। ଅଉଲ ଜମି ଚବିଶ ଦସ୍ତି ପଦିକା ଏକମାଣ (1 ଏକର) ଉପରେ ଟ 6। ଖଜଣା ଧାର୍ୟ୍ୟ କରାଯାଇଥିଲା।]