Back

ଅଖ ଧରିବା

 Also : [ ଅଖ ତୁଳିବା, ଅଖ ତୋଳିବା, ଅଖ ପାରିବା ]




  1. Akha dharibā (ପ୍ରାଦେ. କ୍ରି.) - ଅଖ ପାଇଁ କାଠ ଆଣି ତାକୁ ହାଣି ଓ ତଞ୍ଛାତଞ୍ଛି କରି ଚକରେ ଲାଗିଲା ଭଳି କରିବା; ଅଖ ଗଢ଼ିବା To cut and plane a piece of wood into the required shape for an axle tree. 

  2. (ଦେ.କ୍ରି) - କୌଣସି ବଦ ଅଭ୍ୟାସର ବଶବର୍ତ୍ତୀ ହେବା To acquire a bad habit. 

  3. ଛଳନା କରିବା To put forth an excuse.