Back

ଅଉଲ୍‌ ନମ୍ବର


  1. Aul nambar [synonym(s):  (ବୈଦେ. ବି.) ଶ୍ରେଣୀ ବିଭାଗରେ ସର୍ବୋତ୍କୃଷ୍ଟ ସ୍ଥାନ ବା ସଂଖ୍ୟା। First class; Class A.

  2. ସର୍ବୋତ୍କୃଷ୍ଟ ଶ୍ରେଣୀର Of first class.

  3. ସର୍ବୋତ୍କୃଷ୍ଟ Excellent.