Back

ଅଖାଉଟିଆ

 Also : [ ଅଖାଉଟୀ ]




  1. Akhāuṭiā (ଦେ. ବିଣ.) - ଯେଉଁ ବ୍ୟକ୍ତି ଅନ୍ୟଠାରୁ ଖରିଦ କରିବା ଖାଦ୍ୟ ଦ୍ରବ୍ୟକୁ (ଯଥା - ଧାନ, ଚାଉଳ) ନିଜେ ନ ଖାଇ ଲାଭ ପାଇବା ପାଇଁ ବିକ୍ରି କରେ  (a person) Who purchases food-grains etc. to sell at a profit. 

  2. ଯେଉଁ ବ୍ୟକ୍ତି ନିଜର ଖାଦ୍ୟ ସାମଗ୍ରୀ ନିୟମିତ ରୂପେ ବଜାରରୁ କିଣେ ନାହିଁ (କାରଣ ଉକ୍ତ ଫସଲମାନ ସେ ଉତ୍ପାଦନ କରେ)  (a person) Who has not to purchase food-grains from the market for his own consumption.

  3. ଯେଉଁ ବ୍ୟକ୍ତି ନିଜର ପ୍ରସ୍ତୁତ ଖାଦ୍ୟସାମଗ୍ରୀ ବା ନିଜ କ୍ଷେତ୍ରରୁ ଉତ୍ପନ୍ନ ଖାଦ୍ୟ ଶସ୍ୟାଦିକୁ ନିଜେ ନ ଖାଇ ଲାଭ ପାଇଁ ବିକ୍ରି କରେ (a person) Who sells the food-grains or other produce of his land for grain in the market