Back

ଅଖାତରିଆ


  1. Akhatariā (ଦେ.ବିଣ.) - ଯେ କାହାରିକୁ ଖାତର ବା ପସନ୍ଦ କରେନାହିଁ Not caring any one.

  2. ଗୁରୁଜନାଦି ମାନ୍ୟ ବ୍ୟକ୍ତିଙ୍କୁ ଯେ ସମ୍ମାନ ଦେଖାଏ ନାହିଁ Not showing respect to one's elders. 

  3. ଅମର୍ଯ୍ୟାଦ; ସମ୍ମାନରହିତ Disrespectful.

  4. ଅପମାନିତ Insulted; slighted.