Back

ଅଖାଦ୍ୟ


  1. Akhādya (ସଂ.ବିଣ.) - ଅଭୋଜ୍ୟ; ଭୋଜନର ଅନୁପଯୁକ୍ତ Uneatable; unfit for consumption.

  2. ଅଭକ୍ଷ୍ୟ; ଯାହା ଖାଇବା ଶାସ୍ତ୍ରରେ ନିଷିଦ୍ଧ  Prohibited (food). 

  3. ଅସ୍ୱାସ୍ଥ୍ୟକର (ଖାଦ୍ୟ) Unwholesome (food).

  4. (ଦେ.ବି.) - ଅସ୍ୱାସ୍ଥ୍ୟକର ଖାଦ୍ୟ Unwholesome food. 

  5. ନିଷିଦ୍ଧ ଖାଦ୍ୟ ଦ୍ରବ୍ୟ Prohibited food.

  6. ଭୋଜନର ଅଯୋଗ୍ୟ ବସ୍ତୁ Anything unfit for consumption