Back

ଅଖିଳ


  1. Akhiḻa (ସଂ.ବିଣ.) -ସକଳ; ସମୁଦାୟ All

  2. ସମଗ୍ର Whole; entire. 

  3. ବିଶ୍ୱବ୍ୟାପୀ Universal.

  4. (ଦେ.ବି.) - ଅଖିଳବ୍ରହ୍ମାଣ୍ଡ; ସମଗ୍ର ବିଶ୍ୱ The entire Universe.