Back

ଅଖୁଣ


  1. Akhuṇa (ଦେ.ବିଣ.) - ଅକ୍ଷତ; ଯାହା ଖଣ୍ଡିଆ ହୋଇନାହିଁ Uninjured.

  2. କଳଙ୍କଶୂନ୍ୟ; ଯହିଁରେ ଦାଗ ନାହିଁ Stainless.

  3. ନିଖୁଣ; ପୂର୍ଣ୍ଣାବୟବ Whole; undiminished.