Back

ଅଗଖୁଣ୍ଟା

Also : [ ଅଗକଟା, ଅଗିଆକଟା ]  




  1. Agakhuṇtā  (ଦେ.ବି.) ଶସ୍ୟଗଛ (ଯଥା - ଧାନଗଛ) ଆଦିର ମୂଳଭାଗ ଭୂମିରେ ଥାଇ ଅଗ୍ରଭାଗରେ ଥିବା କେଣ୍ଡାମାନ ଛିଣ୍ଡାଯିବା The cutting of the ears from the standing cornplants.

  2. (ଦେ.ବିଣ.) - ଯେଉଁ ଶସ୍ୟଗଛର ଅଗରୁ କେଣ୍ଡା ଛିଣ୍ଡାଇ ନିଆଯାଇ ଥାଏ  (corn plants) Having the ears cut off.