Back

ଅଗଛା

Also : [ ଅଗଛ, ଅଗଛିଆ




  1. Agachhā  (ଦେ.ବିଣ.) - (ଯାହା ଗଛେ ନାହିଁ ବା ମାନେ ନାହିଁ) ଅସୁନ୍ଦର Graceless. 

  2. ଲାବଣ୍ୟହୀନ Unsymmetrical.

  3. ଅସମ୍ଭବ  Improbable. 

  4. ଅନୁପଯୋଗୀ  Unsuitable.

  5. ଅସଂଯତ; ଅସଂବନ୍ଧ  Ill arranged; irregular.

  6. ଯେଉଁ ବ୍ୟକ୍ତି କଥାକୁ ସଜାସଜି କରି କହି ପାରେ ନାହିଁ  (a person) Who can not speak in an arranged manner.




  • ଅଗଛା (ସ୍ତ୍ରୀ)