Back

ଅଗଛୀ କି ଗଛେଇମା


  1. Agachhī ki gachheimā (ଗ୍ରା.କ୍ରି.) - (ପ୍ରବଚନ) ଜଣକର କୃତ କର୍ମକୁ ମିଥ୍ୟାରେ ଅନ୍ୟଠାରେ ଆରୋପ କରିବା To attribute another's doings to a person. 

  2. ଅସମ୍ଭବ ବା ଅସୁନ୍ଦର କଥାକୁ ସଜାସଜି କରି ସମ୍ଭବ ବା ସୁନ୍ଦର କରି କହିବା  (said of a woman) To speak with such dexterity as to make an impossible or ungraceful thing appear possible or graceful.