Back

ଅଗଜ


  1. Agaja (ସଂ.ବିଣ.) - ଗଜଶୂନ୍ୟ (ଦେଶ) (a country) Where there is no elephant.

  2. ପର୍ବତରେ ଜାତ  Growing in the mountains. 

  3. ବୃକ୍ଷରୁ ଜାତ Produced from tree.

  4. (ସଂ.ବି.) - (ପର୍ବତରୁ ଜନ୍ମିବାରୁ) ପାର୍ବତ୍ୟ ତରଳ ଉପଧାତୁ ବିଶେଷ  A medicinal gum got from stone; mummy.