Back

ଅଗଡ଼ଧତି

Also : [ ଅଗଡ଼ଧତିଆ, ଅଗଡ଼ଧତା




  1. Agaṟḍ̠adhati  (ଗ୍ରା.ବିଣ.) - କାଣ୍ଡଜ୍ଞାନଶୂନ୍ୟ; ଅଖାଡ଼ୁଆ Reckless; rash.

  2. ଅଠିକଣା; ଅବ୍ୟବସ୍ଥିତ; ଯାହାର କାର୍ଯ୍ୟରେ ଶୃଙ୍ଖଳା ବା ଧାରା ନ ଥାଏ Unsystematic; unmethodical.

  3. ଅତି ଡେଙ୍ଗା very tall.

  4. ବୃହତ୍କାୟ Big.

  5. ଖୁବ ଲମ୍ବ Very long.