Back

ଅଗଣନୀୟ


  1. Agaṇanīya  (ସଂ.ବିଣ.) - ଅସଂଖ୍ୟ; ଅଗଣତି Countless.

  2. ଅଗଣିତା; ଯେଉଁ ବ୍ୟକ୍ତି ସମାଜରେ ଗଣ୍ୟ ମାନ୍ୟ ନୁହେ  Not respectable; man of straw. 

  3. ଅଗ୍ରାହ୍ୟ; ଯାହା ବିବେଚିତ ବା ଗୃହୀତ ହେବାର ଯୋଗ୍ୟ ନୁହେ Inconsiderable.




  • ଅଗଣନୀୟା (ସ୍ତ୍ରୀ)