Back

ଅଗଣପେଟ


  1. Agaṇapeta (ଦେ.ବି.) - (ଯେଉଁ ପେଟ ମଧ୍ୟରେ ଗଣିବାକୁ ମଧ୍ୟ ଗୋଟିଏ ଭାତ ମିଳିବ ନାହିଁ; ଯେଉଁ ଗର୍ଭରେ ଗୋଟିଏ ମାତ୍ର ଅନ୍ନ ପଡ଼ି ନାହିଁ।)  ଯେଉଁ ବ୍ୟକ୍ତି କିଛି ମାତ୍ର ଖାଇ ନାହିଁ A person who has not had a morsel of food.