Back

ଅଗଣା


  1. Agaṇā  (ଦେ.ବି.)ଅଙ୍ଗନ; ପ୍ରାଙ୍ଗଣ Courtyard.

  2. (ଲକ୍ଷଣାର୍ଥ) କ୍ଷେତ୍ର; ସ୍ଥାନ Place. 

  3. (ଦେ.ବିଣ.) - ଅଗଣ୍ୟ; ଅସଂଖ୍ୟ Countless.

  4. ଅଗଣିତ; ଯାହା ଗଣନା କରାଯାଇ ନାହିଁ Uncounted.

  5. ନଗଣ୍ୟ; ହେୟ Contemptible; in significant

  6. ଯେଉଁ ବାଳକର ଜାତକ ବା ଜନ୍ମପତ୍ରିକା ବିଷୟରେ ଜ୍ୟୋତିଷିକ ଗଣନା କରାଯାଇ ନାହିଁ  (a boy) Who has not had his horoscope calculated.

  7. (ଦେ.ବି.) - ଅପର୍ତ୍ତିଆଣୀ ବାଳକକୁ ଦିଆଯିବା ନାମ ବିଶେଷ A name given to a boy whose elder had died before his birth.




  • ଅଗଣୀ (ସ୍ତ୍ରୀ)