Back

ଅଗଣା ଅପୁଛା


  1. Agaṇā apuchhā  (ଦେ.ବିଣ.) - ନଗଣ୍ୟ; ଯେଉଁ ଲୋକକୁ କେହି ମନୁଷ୍ୟରେ ଗଣନା କରେ ନାହିଁ କିମ୍ବା ପଚାରେ ନାହିଁ (a person) Of no importance; insignificant.

  2. ଯେ ଅନିମନ୍ତ୍ରିତ ହୋଇ କୌଣସି ସ୍ଥାନକୁ ଆସିଥାଏ  (a person) Who comes to a place without any invitation.

  3. ଯେ ଅନୁରୁଦ୍ଧ ନ ହୋଇ କୌଣସି କର୍ମ କରେ  (a person) Who does a work without being asked to do it.

  4. ଯେଉଁ ବାଳକର ଜାତକପତ୍ର ଗଣାପୋଛା ହୋଇ ନାହିଁ (a boy) Whose horoscope has not been cast.

  5. ଯେଉଁ ବିବାହରେ ବରକନ୍ୟାଙ୍କ ଜାତକ ଗଣାପୋଛା ମେଳ କରାଯାଇ ନଥାଏ (a marriage) In which the respective horoscopes of the bridegroom and the bride have not been calculated (to see if they will suit each other).

  6. ଯେଉଁ ଆଗନ୍ତୁକ ବ୍ୟକ୍ତିର ବିବାହାଦି ଉତ୍ସବରେ କେହି ତତ୍ତ୍ୱ ନିଅନ୍ତି ନାହିଁ (a guest) Who is not looked after by any body in a social festivity.




  • ଅଗଣୀ ଅପୁଛୀ (ସ୍ତ୍ରୀ)