Back

ଅଗତ୍ୟା


  1. Agatyā (ସଂ.କ୍ରି. ବିଣ.) ନିରୁପାୟ ହୋଇ  In a helpless condition. 

  2. ଅନନ୍ୟଗତିକ ହୋଇ; ଉପାୟାନ୍ତର ବିହିନ ଅବସ୍ଥାରେ Having no other resource or alternative. 

  3. ବାଧ୍ୟ ହୋଇ  Perforce; inevitable.

  4. (ସଂ.ଅ.) - ସୁତରାଂ; ଫଳତଃ Veritably; as a matter of fact.