Back

ଅଗମନୀୟ

Also : [ ଅଗମ୍ୟ




  1. Agamanīya  (ସଂ. ବିଣ.) - ଗମନର ଅଯୋଗ୍ୟ; ଦୁର୍ଗମ  Impassable; unapproachable. 

  2. ଦୁର୍ଭେଦ୍ୟ; ଅଭେଦ୍ୟ (ଯଥା -ବନ) Impenetrable.

  3. ଅବୋଧଗମ୍ୟ; ଅବୋଧ୍ୟ Incomprehensible; not capable of being understood; unintelligible. 

  4. ଅଜ୍ଞେୟ Unknowable.

  5. ଯେଉଁ ସ୍ଥାନକୁ ଗମନ କରିବା ଉଚିତ ନୁହେ (a place) Where one ought not to go.

  6. ଯେଉଁ ସ୍ଥାନକୁ ଯିବା ଶାସ୍ତ୍ରାଦିନିଷିଦ୍ଧ (a place) Where one is prohibited from going.

  7. ଯେଉଁ ପୁରୁଷକୁ ସଙ୍ଗମ କରିବା (ସ୍ତ୍ରୀ ପକ୍ଷରେ) ନିଷିଦ୍ଧ (a male) Whom a female is enjoined not to cohabit with.




  • ଅଗମନୀୟା (ସ୍ତ୍ରୀ)