Back

ଅଗମଳା


  1. Agamaḻā (ଦେ.ବିଣ.) - ଯେଉଁ ଧାନ ହଳାକୁ ବେଙ୍ଗଳା ନ ପକାଇ କେଣ୍ଡାର ଅଗକୁ ଗୋଡ଼ରେ ମଳି  ଧାନ ବାହାର  କରାଯାଏ (paddy sheaf) Which has been trodden upon by the feet and paddy grains separated thereby.

  2. (ଦେ.ବି.) - ଗୋଡ଼ରେ ଅଗ ମଳାଯାଇ ଧାନ ବାହାର କରି ନିଆ ଯାଇଥିବା ଶସ୍ୟହୀନ ଖୁଣ୍ଟା ନଡ଼ା Straw from which paddy has been separaed by threading with the feet.

  3. ବେଙ୍ଗଳା ନ ପକାଇ ଧାନ ହଳାକୁ ଗୋଡ଼ରେ ମଳି ତହିଁରୁ ଧାନ ପୃଥକ୍ କରିବା କର୍ମ The operation of threading upon the paddy sheaf to separate the grains.