Back

ଅଗମିତ


  1. Agamita (ଦେ.ବିଣ.) - ଅଗମ୍ୟ; ଯେଉଁଠାକୁ କେହି ଯାଇ ପାରନ୍ତି ନାହିଁ Unapproachable; inaccessible.

  2. (ସଂ. ବିଣ.) - ଗମନର ଅଯୋଗ୍ୟ; ଦୁର୍ଗମ  Impassable; unapproachable.

  3. ଦୁର୍ଭେଦ୍ୟ; ଅଭେଦ୍ୟ (ଯଥା -ବନ) Impenetrable. 

  4. ଅବୋଧଗମ୍ୟ; ଅବୋଧ୍ୟ Incomprehensible; not capable of being understood; unintelligible.  

  5. ଅଜ୍ଞେୟ Unknowable. 

  6. ଯେଉଁ ସ୍ଥାନକୁ ଗମନ କରିବା ଉଚିତ ନୁହେ (a place) Where one ought not to go. 

  7. ଯେଉଁ ସ୍ଥାନକୁ ଯିବା ଶାସ୍ତ୍ରାଦିନିଷିଦ୍ଧ (a place) Where one is prohibited from going.