Back

ଅଗମୂଳ


  1. Agamūḻa  (ଦେ.ବି.) - କୌଣସି ବସ୍ତୁର ଅଗ୍ରଭାଗ ଓ ମୂଳଭାଗ Top and root; head and tail.

  2. ଶେଷ ଓ ଆଦ୍ୟଭାଗ Beginning and end.

  3. ଧାରାବାହିକତା Sequence.

  4. ଅଗ୍ରରେ ସ୍ଥିତ ଓ ମୂଳରେ ସ୍ଥିତ Situated at the top and at the base