Back

ଅଗରଜା


  1. Agarajā  (ଦେ.ବିଣ.) ଯେଉଁ ଦୁଧ ଦୁହାଁ ହେଲା ପରେ ନିଆଁ ଉପରେ ଈଷଦୁଷ୍ଣ କରାଯାଇ ନ ଥାଏ (milk) Which has not been warmed just after milking unwarmed.



 [ ଦ୍ର ] ଦୁହାଁ ହେଲା ପରେ ଦୁଧକୁ ଟିକିଏ ଗରଜାଇ ଦେଲେ ବା ଈଷଦୁଷ୍ଣ କଲେ ତାହା ଅଗରଜା ଦୁଧ ଅପେକ୍ଷା ବେଶି ସମୟଯାଏ ଛିଣ୍ଡି ନ ଯାଇ ଅବିକୃତ ରହେ।