Back

ଅଗରି

Also : [ ଅଗରିଆ, ଅଘରିଆ, ଅଘରୁଆ




  1. Agari (ଦେ.ବି.) - (ଗୃହହୀନ) ସବାଖିଆ- କେଳାଙ୍କ ପରି ଯାଯାବର ଜାତିବିଶେଷ A class of wandering tribes. ଏମାନେ ଦାକ୍ଷିଣାତ୍ୟରୁ ପଶ୍ଚିମାଞ୍ଚଳକୁ ଯାଇ ପଶ୍ଚିମରୁ ସମୟେ ସମୟେ ଓଡ଼ିଶାକୁ ଆସନ୍ତି। ଏମାନେ ପଶୁପକ୍ଷୀ ପାଳନ, ମୃଗୟା ଓ ଭିକ୍ଷା କରନ୍ତି। ଏମାନଙ୍କ ସ୍ତ୍ରୀମାନେ କାଚମାଳି, ଘାଗରା ଓ କୁର୍ତ୍ତା ପିନ୍ଧନ୍ତି।

  2. ଗୃହହୀନ Homeless.

  3. ବେଖାନ୍ଦାନ୍; ଯେ ଘରୁଆ ନୁହେଁ; ଯେ ଭଦ୍ରବଂଶଜ ନୁହେଁ Not of noble family; baseborn