Back

ଅଗରୁ

Also : [ ଅଗରୁଆ




  1. Agaru (ଦେ.ବି. ପ୍ରାଦେ) ହାଟୁଆ ଶୂଦ୍ର ଜାତିବିଶେଷ Name of a class of ṡūdras

  2. (ଦେ.ବିଣ.)ଅଗରୁଆ; ହାଲୁକା; ଯାହା ଗୁରୁ ବା ଭାରି ନୁହେ Light; not heavy.

  3. (ଦେ.)  - ଅଗ୍ରଭାଗରୁ; ଅଗ୍ରଠାରୁ From the top. (ଯଥା - ଅଗରୁ ମୂଳଯାଏ)