Back

ଅଗସ୍ତି

Also : [ ଅଗସ୍ତ୍ୟ




  1. Agasti (ସଂ.ବି.) - ଋଷିବିଶେଷ Name of sage.

  2. ଦକ୍ଷିଣାକାଶର ଉଜ୍ଜଳ ନକ୍ଷତ୍ରବିଶେଷ  A bright star in the southern sky; Canopus; Argus Alpha.

  3. ବକପୁଷ୍ପ ଗଛ A tree, Sesbania grandiflora; Agasti grandiflora. 

  4. (ପ୍ରାଦେ.) - ବ୍ରାହ୍ମଣମାନଙ୍କ ବଂଶୋପାଧି ବିଶେଷ A family title of Brāhmaṇs in Midnapur and Balasore