Back

ଅଗସ୍ତ୍ୟ ଯାତ୍ରା


  1. Agastya j̄ātrā (ସଂ.ବି.) - ଭାଦ୍ର ମାସର ପ୍ରଥମ ଦିବସ The first day of the month of Bhādra.

  2. (ଲକ୍ଷଣାର୍ଥ) ଯେଉଁ ଯାତ୍ରାରୁ ଯାତ୍ରାକାରୀ ବାହୁଡ଼ି ଆସନ୍ତି ନାହିଁ A starting which knows no returning.



 [ ଦ୍ର ] ଏ ଦିନ ଅଗସ୍ତିଋଷି ଦକ୍ଷିଣ ଦିଗକୁ ଯାତ୍ରା କରି ଆଉ ଫେରି ଆସି ନଥିଲେ ବୋଲି ଏ ଦିନ କୌଣସି ଶୁଭକାର୍ଯ୍ୟ ଉଦ୍ଦେଶ୍ୟରେ ଯାତ୍ରା ନିଷିଦ୍ଧ।]