Back

ଅଗସ୍ତ୍ୟାଶ୍ରମ


  1. Agastyāṡrama (ସଂ.ବି.) - ଦାକ୍ଷିଣାତ୍ୟ ପୂର୍ବଘାଟର ମଳୟ ପର୍ବତର ପାଦଦେଶରେ କାବେରୀକୂଳରେ ଅବସ୍ଥିତ ଅଗସ୍ତି ମୁନିଙ୍କ ଆଶ୍ରମ The hermitage of the sage Agasti in the Eastern Ghats.